This browser does not support the video element.
ଦେବଗଡ: ରିଆମାଳ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କ ଜରୁରିକାଳୀନ ବୈଠକ ଅନୁଷ୍ଠିତ
Debagarh, Debagarh (Deogarh) | Aug 24, 2025
ଦେବଗଡ ଜିଲ୍ଲା ରିଆମାଳ ଅଙ୍ଗନୱାଡି କେନ୍ଦ୍ରରେ ଆଜି ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଏସୋସିଏସନ ରିଆମାଳ ଶାଖାର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସଙ୍ଘର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଏଥିରେ ରିଆମାଳ ବ୍ଲକର ଅଙ୍ଗନୱାଡି କର୍ମୀ ଏବଂ ସାହାଯ୍ୟ କାରିଣୀ ସାମିଲ ହୋଇଥିଲେ । ଏହି ଅବସରରେ ସଙ୍ଘର ବାର୍ଷିକ ସଭା, ନୂତନ କର୍ମକର୍ତା ଚୟନ, ଜିଲ୍ଲା କମିଟୀ ସଙ୍ଘ ଯୋଗାଯୋଗ ଉପରେ ଆଲୋଚନା କରାଯାଇଥିଲା । ନୂତନ ସଭାପତି ଭାବେ ପୁଷ୍ପାଞ୍ଜଳୀ ସାମଲ ଏବଂ ସମ୍ପାଦକ ରଶ୍ମିତା ପୃଷ୍ଟି ମନୋନୀତ ହୋଇଛନ୍ତି।