Install App
belpahar_update
This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ସନ୍ୟାସୀପାଲି ନିକଟରେ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଭିଡିଓ ଭାଇରାଲ ହୋଇଛି l
Jharsuguda, Jharsuguda | Oct 8, 2025
କୋଲାବିରା ସନ୍ୟାସୀପାଲି ନିକଟରେ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଭିଡିଓ ଭାଇରାଲ ହୋଇଛି l ହାତୀ ଟି ଜଙ୍ଗଲ ମଝିରୁ ରାସ୍ତା କଡ଼କୁ ଆସିଥିବା ଭିଡିଓ ଦେଖିବାକୁ ମିଲିଛି l ଆଜି ବୁଧବାର ଅପରାହ୍ନ ୧୨ ଟା ୩୦ ରୁ ଭିଡିଓ ଟି ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଛି l ହାତୀ ଟି ଜଙ୍ଗଲ ମଝିରୁ ରାସ୍ତା ଆଡ଼କୁ ଆସୁଥିବା ଵେଳେ କିଛି ଲୋକ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!