This browser does not support the video element.
ଅନୁଗୋଳ: ଛେଣ୍ଡିପଦା ଠାରେ କଣଲୋଇ ଗ୍ରାମ ପଞ୍ଚାୟତ ବିଜେପି କର୍ମୀଙ୍କୁ ନେଇ ବୈଠକ ଅନୁଷ୍ଠିତ
Anugul, Angul | Sep 8, 2025
ଆଜି ଛେଣ୍ଡିପଦା ଠାରେ କଣଲୋଇ ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ବହୁ ବିଜେପି ନେତା ଯୋଗ ଦେଇଥିଲେ।ପଞ୍ଚାୟତରେ ଦଳର ଦୃଢ଼ୀକରଣ ବିଷୟରେ ଆଲୋଚନା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା।