Install App
sushantpattnayak1983
This browser does not support the video element.
ଗୋପାଳପୁର: ଆସନ୍ତା ୨୭ ରେ ଗଞ୍ଜାମ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗୋଳନ୍ଥରା ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ
Gopalpur, Ganjam | Sep 13, 2025
ଗଞ୍ଜାମରେ ବଡ଼ ସମାବେଶ କରିବେ ମୋଦି।ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗଞ୍ଜାମରେ ବଡ଼ ସମାବେଶ କରିବେ।ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଗସ୍ତରେ ଆସୁଥିବା ନେଇ ସୂଚନା। ଶନିବାର ଅପରାହ୍ଣରେ ଏ ସଂପର୍କରେ ଗୋଳନ୍ଥରା ଠାରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।
Share
Read More News
T & C
Privacy Policy
Contact Us
Your browser does not support JavaScript!