Install App
khabarauparenajara
This browser does not support the video element.
ବାସୁଦେବପୁର: ତିହିଡି ଫତେପୁର ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ଵର
Basudebpur, Bhadrak | Apr 22, 2024
ତିହିଡି ଫତେପୁର ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ଵର । ସୋମବାର ରାତ୍ରି ସମୟରେ ତିହିଡି ଫତେପୁର ନିକଟର ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତ୍ଵର ହୋଇ । ସ୍ଥାନିୟ ଲୋକ ମାନେ ଗୁରୁତ୍ଵରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ବ୍ୟକ୍ତି ଙ୍କ ପରିଚୟ ମିଳିପାରି ନାହିଁ ।
Share
Read More News
T & C
Privacy Policy
Contact Us
Your browser does not support JavaScript!