This browser does not support the video element.
ଯାଜପୁର: ଯାଜପୁର ରୋଡ ରେଳ ଷ୍ଟେସନ ଅହମ୍ମଦନଗର ନିକଟରେ ଅଘଟଣ,ଟ୍ରେନରେ କଟି ଯୁବକ ମୃତ,ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଠ
Jajapur, Jajpur | Aug 27, 2025
ଯାଜପୁର ରୋଡ ରେଳ ଷ୍ଟେସନ ଅହମ୍ମଦନଗର ନିକଟରେ ଅଘଟଣ,ଟ୍ରେନରେ କଟି ଯୁବକ ମୃତ,ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଠ l ଆଜି ଅହମ୍ମଦନଗର ରେଳ ଧାରଣା ନିକଟରେ ଜଣେ ଯୁବକ ଟ୍ରେନ ଧକ୍କା ରେ ମୃତ ବରଣ କରିଥିବାକୁ ଦେଖି ସ୍ଥାନୀୟ ଲୋକେ ଜିଆରପିକୁ ଖବର ଦେଇଥିଲେ l ଖବର ପାଇ ଜିଆରପି ଅଧିକାରୀ ସୁଶାନ୍ତ କୁମାର ସେଠି ଘଟଣା ସ୍ଥାନରେ ପହଂଚି ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ l ଏଥିସହିତ ଷ୍ଟେସନ ମାଷ୍ଟର ପ୍ରବୀନବ କୁମାରଙ୍କ ଏତଲା କ୍ରମେ କେଶ ନମ୍ବର 59/25ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l