Download Now Banner

This browser does not support the video element.

ହିଞ୍ଜିଳି: ହିଞ୍ଜିଳିକାଟୁ ନିର୍ବାଚନ ବଡ଼ଖଣ୍ଡି ଗ୍ରାମ ପଞ୍ଚାୟତ ରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

Hinjili, Ganjam | Sep 1, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀ ୬୯ଜୋନ ରେ ପଞ୍ଚାୟତ ଆଜି ପଞ୍ଚାୟତ ସ୍ତରୀୟ ଜଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି କାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁ ଶ୍ରୀ ସାଗରୀକା ଷଡ଼ଙ୍ଗୀ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀ ଶ୍ରୀନିବାସ ସେଠି ଉପସ୍ଥିତ ରହି ମୋଟ ୧୪୮ ଜଣ ଙ୍କ ଅଭିଯୋଗ ଗ୍ରହଣ କରିଥିଲେ ଅଧିକାରୀ.
Read More News
T & CPrivacy PolicyContact Us