Download Now Banner

This browser does not support the video element.

କୋମନା: ମାଟିଆପଦରକୁ ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ ଘୋଷଣା ଦାବିରେ ଦାବିପତ୍ର ପ୍ରଦାନ,ନୂଆପଡ଼ାରେ ରବି ମଙ୍ଗରାଜଙ୍କ ପ୍ରତିକ୍ରିୟା

Komna, Nuapada | Oct 4, 2025
ତିଖାଲି ପ୍ରକଳ୍ପରେ କ୍ଷତିଗ୍ରସ୍ତ ମାଟିଆପଦର ଗାଁ କୁ ସଂମ୍ପୂର୍ଣ୍ଣ ବୁଡି କରିବାକୁ ଗ୍ରାମବାସୀ ମନେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଆଜି ଦାବୀପତ୍ର ପ୍ରଦାନ କରିଛନ୍ତି।ଦାବୀ ପୂରଣ ନ ହେଲେ ଆସନ୍ତା ଉପ ନିର୍ବାଚନରେ "ଭୋଟ ବର୍ଜନ" କରିବା ପାଇଁ ନିଷ୍ପତି ନେଇଛନ୍ତି। ଦିନ ଗୋଟାଏ ସମୟରେ ରବି ମଙ୍ଗରାଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us