Install App
updatesnews30056
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶୃଙ୍ଖଳିତ ରଥଯାତ୍ରା ଲାଗି ଶ୍ରୀ ମନ୍ଦିର କାର୍ଯ୍ୟାଳୟ ରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ l
Puri M, Puri | Jun 25, 2025
ମହାପ୍ରଭୁଙ୍କ ଅଗାମୀ ଘୋଷଯାତ୍ରା ସଂକ୍ରାନ୍ତରେ ଆଜି ଦିନତମାମ ଗୁରୁତ୍ୱପୂର୍ଣ୍ଣ ବୈଠକ ସବୁ ଅନୁଷ୍ଠିତ ହୋଇଛି l ଶ୍ରୀ ମନ୍ଦିର କାର୍ଯ୍ୟାଳୟ ରେ ଅପରାହ୍ନ 5 ସମୟରେ ସୁନିୟନ୍ତ୍ରିତ ରଥଟଣା ସମ୍ପର୍କରେ ବୈଠକ ହୋଇଥିଲା l ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଙ୍କ ସମେତ ଜିଲ୍ଲା ତଥା ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ, ବାଡଗ୍ରାହୀ, ରଥ ନିର୍ମାଣ ସେବକ ଙ୍କ ସହ ଅନ୍ୟ ବିଭାଗ ଯୋଗ ଦେଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!