Download Now Banner

This browser does not support the video element.

ଝାରସୁଗୁଡା: ବେଲପାହାଡ ରେ କଂଗ୍ରେସ ର ସଂଗଠନ ଶୃଜନ ଅଭିଯାନ ଅନୁଷ୍ଠିତ

Jharsuguda, Jharsuguda | Sep 5, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ରେ କଂଗ୍ରେସ ର ସଂଗଠନ ଶୃଜନ ଅଭିଯାନ ଅନୁଷ୍ଠିତ ହୋଇଛି l ଆଜି ଶୁକ୍ରବାର ସନ୍ଧ୍ୟା ୭ ଟା ରୁ ରାତି ୮ ଟା ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡା, ଓଡିଶା ପ୍ରଦେଶ କମିଟି ବରିଷ୍ଠ ସଦସ୍ୟ ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଏବଂ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ l କଂଗ୍ରେସ ଦଳ କୁ ତୃଣମୂଳ ସ୍ତରରୁ ମଜବୁଦ କରିବା ସହ କଂଗ୍ରେସ ଦଳ ର ବାର୍ତା କୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମି ମାନଂକୁ ଆଜି ର ଏହି ବୈଠକ ରେ ବାର୍ତା ଦିଆଯାଇଛି l
Read More News
T & CPrivacy PolicyContact Us