Download Now Banner

This browser does not support the video element.

ଜୟପୁର: ଜୟପୁର ଦଶହରା ମହୋତ୍ସବରେ ଅବସରରେ ରାଜା ନଗର ଠାରେ ସାଂସ୍କୁତିକ କାଯ୍ୟକ୍ରମ, ନାଚିଲେ ବିଧାୟକ

Jeypore, Koraput | Sep 29, 2025
ଜୟପୁର ଦଶହରା ମହୋତ୍ସବରେ ଅବସରରେ ରାଜା ନଗର ଠାରେ ସାଂସ୍କୁତିକ କାଯ୍ୟକ୍ରମ ଆଜି ରାତ୍ର ୮ଠାରେ ଅନୁଷ୍ଟିତ ହୋଇଛି । ଏଠାରେ  ମହୋତ୍ସବ କମିଟିର ସଭାପତି  ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ ଉଦଘାଟନ କରିଥିଲେ ।   ବିଧାୟକ ବାହିନିପତି ଓ  ତାଙ୍କ ସ୍ତ୍ରୀ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ମିନାକ୍ଷୀ ବାହିନିପତି ନାଚିଥିଲେ । ହଜ।।ର ହଜାର ଦର୍ଶକ ଉପସ୍ଥିତ ରହି କାଯ୍ୟକ୍ରମକୁ ଉପଭୋଗ କରୁଥିବା ବେଳେ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା  ରକ୍ଷା  କରାଯାଇଥିଲା ।
Read More News
T & CPrivacy PolicyContact Us