Download Now Banner

This browser does not support the video element.

ଲାଞ୍ଜିଗଡ: ଜୟପାଟଣାକୁ NAC ଘୋଷଣା ପରେ ପୃଥକ ପୃଥକ ଭାବେ ବିଜୟ ଉତ୍ସବ ପାଳନ କଲେ ଉଭୟ ବିଜେପି ବିଜେଡ଼ି

Lanjigarh, Kalahandi | Aug 31, 2025
ଆଜି ରବିବାର ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ । ଏହି ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କିଛି ସ଼ରକୁ NAC ର ମାନ୍ୟତା ପାଇଁ ଘୋଷଣା କରିଛନ୍ତି। ଏଥିରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ସହରର ନାମ ଥିବାରୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଏହି NAC ଘୋଷଣା ପରେ ରବିବାର ସଂଧ୍ୟାରେ ଉଭୟ ବିଜେପି ଏବଂ ବିଜେଡ଼ି ପକ୍ଷରୁ ପୃଥକ ପୃଥକ ଭାବେ ବିଜୟ ଉତ୍ସବ ପାଳନ କରାଯାଇଛି।
Read More News
T & CPrivacy PolicyContact Us