This browser does not support the video element.
କାମାକ୍ଷାନଗର: ଡେଙ୍ଗାବାହାଳି ନିକଟରେ ୨ ବାଇକ ମଧ୍ୟରେ ଧକ୍କା, ୩ ଜଣ ଗୁରୁତର
Kamakshyanagar, Dhenkanal | Aug 24, 2025
ଡେଙ୍ଗାବାହାଳି ନିକଟରେ ରବିବାର ୧ଟାରେ ୨ବାଇକ ମଧ୍ୟରେ ଧକା ୩ଜଣ ଗୁରୁତର ଭୁବନ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।ଢେଙ୍କାନାଳ ଜିଲା ଭୁବନ ଥାନା ଡେଙ୍ଗାବାହାଳି ନିକଟରେ ରବିବାର ୨ବାଇକ ମୁଁହା ମୁହିଁ ଧକା ହୋଇଥିଲା ଖବର ପାଇ ପୋଲିସ ୧୧୨ ଗାଡ଼ିରେ ରବିବାର ୩ଗୁରୁତରଙ୍କୁ ଭୁବନ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।ଏଠାରେ ଚିକିତ୍ସା ଜାରି ରହିଛି ।