Download Now Banner

This browser does not support the video element.

କେନ୍ଦୁଝର ସହର: ଦଶମ ରାଜ୍ୟ ପୋଲିସ ହ୍ୟାଣ୍ଡବଲ, ୭୮ତମ କବାଡି ପ୍ରତିଯୋଗିତା ଉଦଘାଟିତ

Kendujhar Town, Kendujhar | Sep 7, 2025
ଆଜି କେନ୍ଦୁଝର ହ୍ୟାଣ୍ଡବଲ ଗ୍ରାଉଣ୍ଡରେ ଦଶମ ରାଜ୍ୟ ପୋଲିସ ହ୍ୟାଣ୍ଡବଲ ଏବଂ ଇଣ୍ଡୋର ଷ୍ଟାଡିୟମ ଠାରେ ୭୮ତମ ରାଜ୍ୟ ପୋଲିସ କବାଡି ଚମ୍ପିୟାନସିପ ଉଦଘାଟିତ ହୋଇଯାଇଛି। ଏହା କେନ୍ଦୁଝର ପୋଲିସ ତରଫରୁ ଆୟୋଜନ କରାଯାଇଛି। ପ୍ରଥମ ଥର ପାଇଁ ପ୍ରତ୍ ଲାଇଟ ଓ ସିନ୍ଥେଟିକ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ବର୍ଣ୍ଣାଧ ପ୍ରତିଯୋଗିତାକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଶ୍ଚିମା ଅଞ୍ଚଳ ତିଆଇଜି ବ୍ରିଜେଶ ରାୟ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଏସପି ଅମ୍ରିତପାଲ କୌର, ରାଉରକେଲା ଏସପି ନୀତିଶ ୱାଦୱାନି, କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us