This browser does not support the video element.
ଫୁଲବାଣୀ ସହର: ଫୁଲବାଣୀ ରକ୍ତକେନ୍ଦ୍ର ଠାରେ ସ୍ବେଛାକୃତ ରକ୍ତଦାତା ଦିବସ ଅନୁଷ୍ଠିତ
Phulabani Town, Kandhamal | Oct 1, 2024
ଆଜି ତାରିଖ 01/10/2024 ସକାଳ ନଅଟା ବେଳେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ର ଠାରେ ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜିତ କରାଯିବା ସହିତ ରକ୍ତଦାତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଏମର୍ଜେନ୍ସି ଅଧିକାରୀ ଏବଂ ଡିଏସପି ଯୋଗ ଦେଇ ଉପସ୍ଥିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଇଣ୍ଡିଆନ ରେଡ କ୍ରସ ସୋସାଇଟି କନ୍ଧମାଳ ଏବଂ ଟିମ ହ୍ୟୁମାନୀଟି କନ୍ଧମାଳ କୁ ସମ୍ବର୍ଦ୍ଧିତ କରାଯାଇଥିଲା।