Download Now Banner

This browser does not support the video element.

ସୋହେଲା: ଶନିମାଲ ବଜାର ସାମ୍ନାରେ କାର ଓ ବାଇକ୍ ଧକ୍କା ରେ ବାଇକ ଚୁରମାର, ବାଇକ ଆରୋହୀ ଗୁରୁତର, ବୁର୍ଲା ହସ୍ପିଟାଲ କୁ କରାଗଲା ସ୍ଥାନାନ୍ତର

Sohela, Bargarh (Baragarh) | Oct 10, 2025
ସୋହେଲା ବ୍ଲକ ଶନିମାଲ ବଜାର ସମ୍ନା ରେ ଆଜି 1 PM ରେ ପୁଣି ବଡ଼ ଦୁର୍ଘଟଣା ଘଟିଯାଇଛି ! କାର ଏବଂ ବାଇକ ମଧ୍ୟ୍ୟରେ ବଡ଼ ଦୁର୍ଘଟଣା ଘଟିଛି ଆଜି ଅପରାହ୍ନପାଖାପାଖି 1 PM ରେ । ଘଟଣାସ୍ଥଳ ରେ ବାଇକ ଚୁରମାର ହୋଇ ବାଇକ ଚାଳକ ଙ୍କ ଗୋଡ଼ ଭାଙ୍ଗି ଯିବାସହ ଗୁରୁତର ହୋଇଛନ୍ତି । ଗୁରୁତର ଙ୍କୁ ବୁର୍ଲା ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି
Read More News
T & CPrivacy PolicyContact Us