Download Now Banner

This browser does not support the video element.

ବୀରମହାରାଜପୁର: ମୁଣ୍ଡୋଘାଟ ଠାରେ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ ନିମିତ୍ତ ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଲ

Biramaharajpur, Subarnapur (Sonepur) | Aug 22, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡୋଘାଟଠାରେ ଆଜି ପୂର୍ବାହ୍ନ ପ୍ରାୟ 11ଟା ସମୟରେ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ ନିମିତ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିପର୍ଯ୍ୟାୟ ପରିଚାଳନା ସୁବର୍ଣ୍ଣପୁର ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଭିବନେଶ୍ୱର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ପାଳ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ସରପଞ୍ଚ କେଶନ ଜଗଦଳା ଏବଂ ଡାକ୍ତର ମନୋରଞ୍ଜନ ପଣ୍ଡା ଯୋଗଦେଇ ବର୍ଷା ଋତୁରେ ଦେଖାଯାଉଥିବା ବିଷଧର ସାପ ଓ ସର୍ପ ଘାତ ସମ୍ପର୍କରେ ଆଲୋଚନା କରିବା ସହ
Read More News
T & CPrivacy PolicyContact Us