Install App
nuapdanewz
This browser does not support the video element.
ନୂଆପଡା: ବିଜୁ ଜନତା ଦଳ ତରଫରୁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତି ଉଦ୍ଧେଶ୍ୟରେ ଖରିଆର ରୋଡ଼ରେ ଶୋକ ସଭା ଆୟୋଜିତ
Nuapada, Nuapada | Sep 13, 2025
ଆଜି ନୂଆପଡା ବିଜୁ ଜନତା ଦଳ ତରଫରୁ ପୁର୍ବତନ ମନ୍ତ୍ରୀ ତଥା ନୂଆପଡାର ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତି ଉଦ୍ଧେଶ୍ୟରେ ଶୋକ ସଭା ଆୟୋଜନ କରାଯାଇଥିଲା ଶୋକସଭାରେ ବିଜେଡିର କର୍ମକର୍ତ୍ତା ମାନେ ଯୋଗଦେଇ ସ୍ୱର୍ଗତ ଢୋଲକିଆଙ୍କ ନୂଆପଡା ଜିଲ୍ଲାର ଉନ୍ନତିରେ ଅବଦାନ ଏବଂ ତାଙ୍କର ନିଃସ୍ଵାର୍ଥପର ସମାଜସେବା ଉପରେ ଆଲୋକପାତ କରିବା ସହ ସ୍ମୃତି ଚାରଣ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!