Download Now Banner

This browser does not support the video element.

ଅନୁଗୋଳ: ହାଟତୋଟା ଗଣେଶ ପୂଜା କମିଟିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପଜିଲ୍ଲାପାଳ ସମୀର କୁମାର ଜେନା

Anugul, Angul | Sep 4, 2025
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ହାଟତୋଟା ଗଣେଶ ପୂଜା କମିଟି ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତାଳଚେର ଉପ ଜିଲ୍ଲାପାଳ ସମୀର ଜେନା ଯୋଗ ଦେଇଥିଲେ। ଉପ ଜିଲ୍ଲାପାଳଙ୍କ ସହିତ ବହୁ ବିଜେପି ନେତା ମାନେ ଯୋଗ ଦେଇ ସାଂସ୍କୃତିକରେ ଭାଗ ନେଇଥିବା ପିଲାଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି।
Read More News
T & CPrivacy PolicyContact Us