Download Now Banner

This browser does not support the video element.

ଟିଟିଲାଗଡ: କେନ୍ଦୁଝର ଜିଲ୍ଲାର ପଞ୍ଚାୟତିରାଜ ନିର୍ବାଚିତ ପ୍ରତିନିଧି ଓ ଅଧିକାରୀ ମାନଙ୍କ ଖୋଲାନ ପଞ୍ଚାୟତ ପରିଭ୍ରମଣ

Titlagarh, Balangir | Sep 11, 2025
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀର ପଞ୍ଚାୟତିରାଜ ନିର୍ବାଚିତ ପ୍ରତିନିଧି ଓ ଅଧିକାରୀ ମାନଙ୍କ ଖୋଲାନ୍ ପଞ୍ଚାୟତ ପରିଭ୍ରମଣ । ଟିଟିଲାଗଡ଼ - ଓଡ଼ିଶା ସରକାରଙ୍କ ତରଫରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଯେଉଁ ପଞ୍ଚାୟତରେ ଭଲ କାର୍ଯ୍ୟ ତଥା ଉନ୍ନତି ହେଇଚି କିମ୍ବା ରାଜ୍ୟ ତଥା ଜାତୀୟ ସ୍ତରରେ କିଛି କରିକି ଦେଖାଇଛି ସେହି ପଞ୍ଚାୟତକୁ ପରିଦର୍ଶନରେ ପଠାଯାଉଚି। ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲାର ସରପଞ୍ଚ, ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଓ, ଜିପିଡିଓ ହୋଇ ମୋଟ ୩୮ ଜଣ
Read More News
T & CPrivacy PolicyContact Us