Download Now Banner

This browser does not support the video element.

ନୂଆପଡା: ବାଦି ବଗିଚା ଠାରେ ଖଡ଼ିଆଳ ବ୍ଲକ ସରପଞ୍ଚ ସଂଘର ନୂଆଖାଇ ଭେଟଘାଟ, ଯୋଗଦେଲେ ବିଧାୟକ

Nuapada, Nuapada | Aug 31, 2025
ଖଡ଼ିଆଳ ବ୍ଲକ ବାଦି ଗ୍ରାମ ସ୍ଥିତ ବଗିଚା ଠାରେ ଖଡ଼ିଆଳ ବ୍ଲକ ସରପଞ୍ଚ ସଂଘର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆଜି ୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ସନ୍ତୋଷ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଯୋଗଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ ମଞ୍ଚାସିନ ଥିଲେ।
Read More News
T & CPrivacy PolicyContact Us