Download Now Banner

This browser does not support the video element.

ପରଜଙ୍ଗ: ଭାରସାମ୍ୟ ହରାଇ ଭୂବନ ଏନଏସି ଚମାର ସାହି ଘର ପିଣ୍ଢାରେ ପିଟିହେଲା ମାଲବାହୀ ଗାଡି/ପିଣ୍ଢାରେ ବସିଥିବା ବୃଦ୍ଧ ଗୁରୁତର।

Parajang, Dhenkanal | Aug 1, 2025
ଭାରସାମ୍ୟ ହରାଇ ଭୂବନ ଏନଏସି ଚମାର ସାହି ଘର ପିଣ୍ଢାରେ ପିଟିହେଲା ମାଲବାହୀ ଗାଡି/ ପିଣ୍ଢାରେ ବସିଥିବା ବୃଦ୍ଧ ଗୁରୁତର। ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ଚମାର ସାହି ଛକ ନିକଟରେ ଭାରସାମ୍ୟ ହରାଇ ଶୁକ୍ରବାର ଅପରାହ୍ନ ୪ଟାରେ ଘର ପିଣ୍ଢାରେ ପିଟିହେଲା ମାଲବାହି ଗାଡି। ଫଳରେ ପିଣ୍ଢାରେ ଗୋଡ ଲମ୍ବାଇ ବସିଥିବା ବୃଦ୍ଧାଙ୍କ ଦୁଇଟି ଗୋଡରେ ଗଭିର ଆଘାତ ହୋଇଛି। ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଆଶୁ ଚିକିତ୍ସା ପରେ ଡାକ୍ତର ଗୁରୁତର ତୁଳସୀ ସାହୁଙ୍କୁ କଟକ ରେଫର କରିଛନ୍ତି। ତେବେ କ୍ଷତିପୂରଣ ପାଇଁ ଗାଡିଟିକୁ ଅଟକ ରଖି ଅଞ୍ଚଳବାସୀ ନ୍ୟାୟ ମାଗୁଛନ୍ତି। ଘଟଣାସ୍ଥଳରେ ଭୁବନ ପୋଲିସ
Read More News
T & CPrivacy PolicyContact Us