Download Now Banner

This browser does not support the video element.

କେନ୍ଦୁଝର ସହର: ଆରଏସଏସ ପକ୍ଷରୁ ବିଲେଇପଦାରେ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kendujhar Town, Kendujhar | Sep 28, 2025
ଆରଏସଏସର ଶତାବ୍ଦୀ ପୂର୍ତ୍ତି ଅବସରରେ ଆଜି ଯୋଡା ଶାଖା ପକ୍ଷରୁ ବିଲେଇପଦା ଠାରେ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଶତାଧିକ ସ୍ଵୟଂ ସେବକ ଅଂଶ ଗ୍ରହଣ କରି ଗ୍ରାମ ପରିକ୍ରମା କରିଥିଲେ।
Read More News
T & CPrivacy PolicyContact Us