Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ତସରୋଳା ମୌଜା ଅଧୀନସ୍ଥ ଏକ ଜଙ୍ଗଲ କାଟି ବେଆଇନ ରାସ୍ତା ନିର୍ମାଣକୁ ବିରୋଧ କଲା ଭଞ୍ଜସେନା; DFO ଅଫିସ ଘେରାଉ ନେଇ ଚେତାବନି

Baripada M, Mayurbhanj | Sep 10, 2025
ମୟୁରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅନ୍ତର୍ଗତ ଭାଗବତଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ତସରୋଳା ମୌଜା ଅଧୀନସ୍ଥ ଏକ ଜଙ୍ଗଲ ରୁ ବେଆଇନ ଭାବେ ବହୁ ଗଛ କାଟି ନିର୍ଦିଷ୍ଟ କୌଣସି ଏକ ନିର୍ମାଣାଧୀନ ସଂସ୍ଥା କରୁଥିବା ରାସ୍ତା ବାବଦରେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ନେଇ ବୁଧବାର ଅପରାହ୍ନ ପ୍ରାୟ ୫.୪୦ଟାରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସାମାଜିକ ଗଣମାଧ୍ୟମ "X" ଯୋଗେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହିତ ରାଜ୍ଯ ଜଙ୍ଗଲ ବିଭାଗ ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ପ୍ରମୁଖଙ୍କୁ ଅଭିଯୋଗ କରି ଯଥାଶୀଘ୍ର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛନ୍ତି।
Read More News
T & CPrivacy PolicyContact Us