Download Now Banner

This browser does not support the video element.

ବୀରମହାରାଜପୁର: ଧର୍ମଶାଳା ଛକରୁ କାର ସହ 15କେଜି ଗଂଜେଇ ଜବତ, ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ

Biramaharajpur, Subarnapur (Sonepur) | Sep 1, 2025
ବିରହରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଛକରୁ କାର ସହ ଗଂଜେଇ ଜବତ କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ kari କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ସୂଚନା ଅନୁସାରେ ଆଜି ସକାଳ ପ୍ରାୟ 6ଟା ସମୟରେ ଏକ କାର ଯୋଗେ ଗଂଜେଇ ଚୋରା ଚାଲାଣ ହେଇଥିବା ଅବକାରୀ ଟିମ ଖବର ପାଇ ଇନ୍ସପେକ୍ଟର ହରପ୍ରସାଦ ରଣା, ବିରାମହରାଜପୁର ଅବକାରୀ ଥାନାରେ ଏସଆଇ ଭାରତ ମିଶ୍ରଙ୍କ ସମେତ ଅବକାରୀ ଟିମ ଧର୍ମଶାଳା ଛକ ଠାରେ ଚଢ଼ାଉ କରି ଏକ କାରକୁ ଅଟକାଇ ଥିଲେ l ସେଠାରେ ଯାଞ୍ଚ ପରେ କାର ଭିତରେ ଗଂଜେଇ ଥିବା ଜଣାପଡିଥିଲା l ସେଠାରୁ କାର ସହ ଦୁଇ ଅଭିଯୁକ୍ତ ୱେଷ୍ଟବେଙ୍ଗଳ ର ବିନୋଦ ରାୟ ଏବଂ ବିହାରର ଅଦ୍ୱେଷ ଯାଦବ nku
Read More News
T & CPrivacy PolicyContact Us