Download Now Banner

This browser does not support the video element.

କାମାକ୍ଷାନଗର: ଭୁବନ ଚଣ୍ଡିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ବୁଧବାର ୧୧ଟାରେ ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ କଲେ ଅଭିଭାବକ ଛାତ୍ର ଛାତ୍ରୀ

Kamakshyanagar, Dhenkanal | Sep 3, 2025
ଭୁବନ ଚଣ୍ଡିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ବୁଧବାର ୧୧ଟାରେ ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ କଲେ ଅଭିଭାବକ ଛାତ୍ର ଛାତ୍ରୀ ।ଢେଙ୍କାନାଳ ଜିଲା ଭୁବନ ବ୍ଲକ ଚଣ୍ଡୀପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବୁଧବାର ସ୍କୁଲ ଆଗରେ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ।ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି ।
Read More News
T & CPrivacy PolicyContact Us