Download Now Banner

This browser does not support the video element.

ଖରିଆର: ଚିଚେର ଗ୍ରାମରେ ଖଟିଆରେ ବୁହାହେଲେ ରୋଗୀ; ପ୍ରତିକ୍ରିୟା ରଖିଲେ ଆତ୍ମାରାମଙ୍କ ଭାଇ

Khariar, Nuapada | Sep 28, 2025
ଖଟିଆରେ ବୁହାହେଲେ ରୋଗୀ। ଖଡ଼ିଆଳ ବ୍ଲକ ନେହେନା ପଞ୍ଚାୟତ ଚି଼ଚେର ଗାଁ ର ଘଟଣା। ଗାଁ ବାଗପଡାକୁ ଯାଇପାରିଲା ନାହିଁ ଆମ୍ବୁଲାଏନ୍ସ। ଗାଁର ବୟସ୍କ ଆତ୍ମାରାମ ବାଗ ଆଜି ହଠାତ ରାସ୍ତାରେ ଝୁଣ୍ଟି ପଡିଲେ ଫଳରେ ଚେତାଶୂନ୍ୟ ହୋଇପଡିଲେ। ତତକ୍ଷାଣାତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯିବାପାଇଁ ପରିବାର ଲୋକ ୧୦୮ ଆମ୍ବୁଲଆନ୍ସକୁ ଫୋନ କରିଥିଲେ। ଆମ୍ବୁଲଆନ୍ସ ମଧ୍ୟ ତତକ୍ଷାଣାତ ପହଞ୍ଚିଲା ହେଲେ ଆତ୍ମାରାମ ବାଗଙ୍କ ବାସଗୃହ ବାଗପଡାକୁ ଯାଇ ପାରିଲା ନାହିଁ। ଫଳରେ ବାଧ୍ୟହୋଇ ପରିବାର ଲୋକେ ଖଟିଆରେ ବୋହି ଆଣିଲେ। ଏନେଇ ଆଜି ୧୨ ଟାରେ ପ୍ରତିକ୍ରିୟା ରଖିଲେ ଆତ୍ମାରାମଙ୍କ ଭାଇ।
Read More News
T & CPrivacy PolicyContact Us