Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଶାସ୍ତ୍ରୀ ଭବନ ରେ ସତ୍ୟାଗ୍ରହୀ ଜଗନ୍ନାଥ ତ୍ରିପାଠୀଙ୍କ ମହାପରାୟଣ ତିଥି ଏବଂ ମାତୃ ସମ୍ମାନ ସମାରହ ଅନୁଷ୍ଠିତ

Nabarangapur PS, Nabarangpur | Aug 23, 2025
ଶାସ୍ତ୍ରୀ ଭବନ ରେ ସତ୍ୟାଗ୍ରହୀ ଜଗନ୍ନାଥ ତ୍ରିପାଠୀଙ୍କ ମହାପରାୟଣ ତିଥି ଏବଂ ମାତୃ ସମ୍ମାନ ସମାରହ ଅନୁଷ୍ଠିତ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ସତ୍ୟାଗ୍ରହୀ ଜଗନ୍ନାଥ ତ୍ରିପାଠୀଙ୍କ ଉନବିଂଶ ମହାପରାୟଣ ତିଥି ଏବଂ ମାତୃ ସମ୍ମାନ ସମାରହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ରୂପେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରିଶଙ୍କର ମାଝୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ମହେଶ୍ୱର ସ୍ବାଇଁ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ମିଶ୍ର, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ,ପ୍ରମୁଖ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us