This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଲଭଣ୍ଡାର ରେ ଖୋଲା ରହିଛି 4 ଟି ସୁଇସ ଗେଟ
Sambalpur M, Sambalpur | Sep 7, 2025
ହୀରାକୁଦ ଜଲଭଣ୍ଡାର ରେ ଖୋଲା ରହିଛି 4 ଟି ସୁଇସ ଗେଟ l ବାମ ପଟେ 3 ଟି ଗେଟ ଓ ଡାହାଣ ପଟେ 1ଟି ଗେଟ ଖୋଲା ରହିଛି lଆଜି ରାତି 9 ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ରେ ଜଳସ୍ତର 626.71ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 1ଲକ୍ଷ 61ହଜାର 726 କ୍ୟୁସେକ ଜଳ ପ୍ରବେଶ କରୁଛି l ସେହିପରି ଜଲଭଣ୍ଡାର ରୁ ପ୍ରତି ସେକେଣ୍ଡ ରେ 1 1ଲକ୍ଷ 4 ହଜାର 549କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l