Download Now Banner

This browser does not support the video element.

ଉମରକୋଟ: ସୀମାନ୍ତ ଛତିଶଗଡ଼ ରେ ଓଡିଶା ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ

Umarkote, Nabarangpur | May 9, 2024
ସୀମାନ୍ତ ଛତିଶଗଡ଼ ରେ ଓଡିଶା ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ * ଜଣେ ନକ୍ସଲ ମୃତ, ମାଓ ସାମଗ୍ରୀ ଜବତ ଆଜି ନବରଙ୍ଗପୁର ପୋଲିସ ଓ ଓଡ଼ିଶାର ଏସଓଜି ର ମିଳିତ ଅପରେସନ୍ ସମୟରେ ରାଇଘର ବ୍ଲକ ସୀମାନ୍ତରେ ରହିଥିବା ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲରେ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଓଡିଶାର ନବରଂଗପୁର ପୋଲିସ ଓ ଏସଓଜି ଦଳ ସହିତ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
Read More News
T & CPrivacy PolicyContact Us