This browser does not support the video element.
ସୁନ୍ଦରଗଡ ସହର: ରେମଣ୍ଡାରେ ହିଂସ୍ର ହାତୀ, ଲୋକେ ଆତଙ୍କିତ
Sundargarh Town, Sundargarh | Sep 30, 2025
ଆଜି ସେପ୍ଟେମ୍ୱର 30 ତାରିଖ ମଙ୍ଗଳବାର ମା ଦୁର୍ଗା ଦେବୀଙ୍କ ମହାଷ୍ଟମୀ, ଲୋକେ ପୂଜା ପାଇଁ ଚଳ ଚଞ୍ଚଳ ଥିବା ବେଳେ ଜାମ ତଳିଆ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରିମାଣ୍ଡରେ ଏକ ହିଂସ୍ର ହାତୀର ଉପସ୍ଥିତି ସମସ୍ତ ଅଞ୍ଚଳ ବାସୀଙ୍କୁ ଆତଙ୍କିତ କରିଛି। ହାତୀଟି ସ୍ଥିର ହେବା ପରିବର୍ତ୍ତେ ରାଗରେ ତମ ତମ ହେଉଛି। ତେବେ ଜମ ତଲିଆ ଫରେଷ୍ଟର ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତି ବିଧି ଉପରେ ତୀକ୍ଷଣ ନଜର ରଖିଛନ୍ତି। ହାତୀଟି ଗତ କାଲି ରାତିର କୁଣ୍ଡୁକେଲା ପାଖାପାଖି ଥିବା ବେଳେ ଭୋର ସମୟରେ ନଦୀ ପାର ହୋଇ ରିମଣ୍ଡାରେ ପହଞ୍ଚିଥିବା କଥା ଫରେଷ୍ଟର କହିଛନ୍ତି। ତେବେ ହାତୀକୁ ନ ଲାଗିବା ନେଇ ସ