Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଅରିଲୋ ପଞ୍ଚାୟତ ରାମ କୁମାରପୁର ଗ୍ରାମର ଇନ୍ଦ୍ରମଣି ବେହେରାଙ୍କ ଚାଳ ଘର ରବିବାର ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି।

Cuttack M Corp PS, Cuttack | Aug 24, 2025
ଅରିଲୋ ପଞ୍ଚାୟତ ରାମ କୁମାରପୁର ଗ୍ରାମର ଇନ୍ଦ୍ରମଣି ବେହେରାଙ୍କ ଚାଳ ଘର ରବିବାର ଦିନ ୫ଟାରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଘରେ ଥିବା ଘରର ସମସ୍ତ ଆସବାସ ପତ୍ର, ଲୁଗାପଟା ପୋଡ଼ି ଯାଇଥିବା ଜଣା ପଡ଼ିଛି। ଖବର ପାଇ ବିରିଡ଼ି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁ ଲାଗିବାର କରଣ ଜଣା ପଡ଼ି ନାହିଁ।
Read More News
T & CPrivacy PolicyContact Us