Download Now Banner

This browser does not support the video element.

ନର୍ଲା: ମୋହନ ସରକାର ନର୍ଲା କୁ NAC ଘୋଷଣା ନର୍ଲା ବିକାଶ ମଞ୍ଚ ଓ ନର୍ଲା ବ୍ଲକ୍ ବିଜେପି ପକ୍ଷରୁ କୃତଜ୍ଞତା ଜ୍ଞାପନ

Narala, Kalahandi | Sep 1, 2025
ଗତ ରବିବାର ଦିନ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ନର୍ଲା କୁ NAC ମାନ୍ୟତା ପ୍ରଦାନ କରିଥିଲେ ଏ ନେଇ ଗତ କାଲି ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା ଆଜି ସୋମବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବିକାଶ ମଞ୍ଚ ନର୍ଲା ଓ ନର୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସାଧୁବାଦ ଜଣାଇଥିଲେ
Read More News
T & CPrivacy PolicyContact Us