Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ବ୍ରହ୍ମଗିରି ପାଲି ୟୁପି ସ୍କୁଲ ନିକଟରୁ ବ୍ରାଉନ ସୁଗାର ବେପାରୀକୁ ଗିରଫ କରି 162ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ପୁଲିସ l
Puri M, Puri | Sep 9, 2025
ଅଭିଯୁକ୍ତ ବ୍ରାଉନ ସୁଗାର ବେପାରୀ ବ୍ରହ୍ମଗିରି ଅଞ୍ଚଳର ମୁକେଶ ବରାଳ ବୋଲି ଜଣାଯାଇଛି l ଅଭିଯୁକ୍ତ ଠାରୁ ଅବକାରୀ ପୋଲିସ ୧୬୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି l ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ l ବ୍ରହ୍ମଗିରି ପାଲି ୟୁପି ସ୍କୁଲ୍ ନିକଟରେ ଅଭିଯୁକ୍ତ ଜଣକ ବିକ୍ରି କରୁଥିଲା ବେଳେ ଅବକାରୀ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ବ୍ରାଉନ ସୁଗାର ଜବତ କରିଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!