Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ନୂଆଖାଇ ପାଈଁ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ କରାଗଲା ଅଳଙ୍କାର ସଫା
Sambalpur M, Sambalpur | Aug 27, 2025
ନୂଆଖାଇ ପାଈଁ ଆଜି ଦିନ 2ଟାରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଅଳଙ୍କାର ସଫା କରାଯାଇଛି l ଆସନ୍ତାକାଲି ନୂଆଖାଇ ଥିବା ଯୋଗୁଁ ବର୍ଷ କୁ ଥରେ ମା ଙ୍କ ଗହଣା ସଫା କରାଯାଇଥାଏ l ପୋଲିସ ଓ ମନ୍ଦିର ପ୍ରଶାସନ ଉପସ୍ଥିତି ଗହଣା ସଫା କରାଯାଇଥିବା ସୂଚନା ମିଳିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!