Install App
niranjan.gaan
This browser does not support the video element.
ଏରସମା: ପାରାଦୀପର ବିଭିନ୍ନ ଶିଳ୍ପକାରଖାନାରୁ ବିଷାକ୍ତଗ୍ୟାସ ଛାଡିବାରୁ ଅତିଷ୍ଠ ଢ଼ିଙ୍କିଆ ଗ୍ରାମବାସୀ,ପ୍ରଶାସନକୁ ତଦନ୍ତ ପାଇଁ ଗ୍ରାମବାସୀଙ୍କ ନିବେଦନ
Ersama, Jagatsinghpur | Mar 9, 2024
ପାରାଦୀପ ରେ ଗଢ଼ିଉଠିଥିବା ବିଭିନ୍ନ ଶିଳ୍ପ କାରଖାନାର ବିଷାକ୍ତ ଗ୍ୟାସ ଯୋଗୁଁ ଢ଼ିଙ୍କିଆ ଗ୍ରାମରେ ମହିଳା ମାନେ ବାନ୍ତିକରିବା ସହିତ ବିଭିନ୍ନ ଗଛ ଝାଉଁଳି ପଡ଼ିଥିବା ଅଭିଯୋଗ ଆଣିଲେ ଢ଼ିଙ୍କିଆ ଗ୍ରାମବାସୀ। ଆଜି ରାତି ୮ଟା ସମୟରେ ନିଜ ଗ୍ରାମରେ ପତିକ୍ରିୟା ରଖିଲେ ଢ଼ିଙ୍କିଆ ଗ୍ରାମ ଯୁବକ।
Share
Read More News
T & C
Privacy Policy
Contact Us
Your browser does not support JavaScript!