Download Now Banner

This browser does not support the video element.

ପୋଲସରା: ଜୁଆ ଆଡା ଉପରେ ବୁଗୁଡ଼ା ପୋଲିସ ର ଚଢ଼ାଉ,ନଗଦ ଟଙ୍କା ସହ ଛଅ ଅଭିଯୁକ୍ତ ଗିରଫ

Polasara, Ganjam | Sep 28, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପୋଲିସ ଏକ ଜୁଆ ଆଡା ଉପରେ ଚଢ଼ାଉ କରି ମିଳିଛି ବଡ଼ ସଫଳତା l ଚଢ଼ାଉ ସମୟରେ ଛଅ ଯୁଆଡ଼ି ଙ୍କ ସମେତ ନଗଦ ଛଅ ହଜାର ଆଠ ଶାହ 90 ଟଙ୍କା ସହ ତାସ ଜବତ କରିଛି ପୋଲିସ l
Read More News
T & CPrivacy PolicyContact Us