Download Now Banner

This browser does not support the video element.

ପାଟଣା: କେନ୍ଦୁଝର ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ରକ୍ଷା ବନ୍ଧନ ପାଳିତ

Patana, Kendujhar | Aug 9, 2025
ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ତରଫରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ।ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସଙ୍କ ନିର୍ଦ୍ଦେଶକ୍ରମେ ମୋଟର ଯାନ ନିରୀକ୍ଷକ ପ୍ରକାଶ କୁମାର ଦୀପ,ଟ୍ରାଫିକ ଇନ୍ସପେକ୍ଟର ସୁକୁରାମ ସୋରେନଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ ଟ୍ରାଫିକ ସବ୍ ଇନ୍ସପେକ୍ଟର ପହଲି ନାୟକ,କନେଷ୍ଟବଲ ଗଚେନ୍ ହେମ୍ବ୍ରମ,ଜ୍ୟୋତି ବାରଲା, ରୋଷନ୍ ବୁହେ,ଏନ୍.ଏସ୍.ପୋଲିସ୍ ହାଇସ୍କୁଲର ଏନ୍.ସି.ସି. ଅଫିସର ବିଜୟ କୁମାର ବେହେରା,କ୍ୟାଡେଟ ସୁମିତ୍ ଗିରି ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us