Download Now Banner

This browser does not support the video element.

କୋରାପୁଟ ସହର: ପୁର୍ବତନ ବ୍ଳକ ସଭିପତିଙ୍କୁ ଉମୁରି ଗ୍ରାମ ବାସଭବନରେ ସାକ୍ଷାତକାର କଲେ କଂଗ୍ରେସ ଜିଲ୍ଲା ସଭାପତି

Koraput Town, Koraput | Sep 29, 2025
କୋରାପୁଟ କଂଗ୍ରେସ ଜିଲ୍ଲା ସଭାପତି ରୁପକ ତୁରୁକ ଆଜି ଦିନ ୩ଘଣ୍ଟା ସମୟରେ କୋରାପୁଟ ବ୍ଳକ୍ ଉମୁରି ଗ୍ରାମରେ ପୁର୍ବତନ କଂଗ୍ରେସ ବ୍ଳକ୍ ସଭାପତିଙ୍କ ବାସଭବନରେ ସାକ୍ଷାତକାର କରିଛନ୍ତି। ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆସନ୍ତା ଦିନରେ କଂଗ୍ରେସ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ନିମାଇଁ ସରକାର ସହ କଂଗ୍ରେସ ନେତା ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us