Install App
publicnewskoraput
This browser does not support the video element.
କୋରାପୁଟ ସହର: ସେପ୍ଟେମ୍ବର ୧ରୁ ୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ନେଇ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି
Koraput Town, Koraput | Aug 30, 2025
କୋରାପୁଟ ଜିଲ୍ଲାକୁ ଆସନ୍ତା ସେପ୍ଟେମ୍ବର ୧ ଠାରୁ ୩ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏନେଇ ଆଜି ଦିନ ୨ଟା ସମୟରେ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ସୂଚନା ଦିଆ ଯାଇଥିବା ଜଣାପଡିଛି। ପ୍ରବଳ ବର୍ଷା ସମ୍ଭାବନା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଥିବା ସୂଚନା ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!