Install App
publicnewskoraput
This browser does not support the video element.
ପଟ୍ଟାଙ୍ଗୀ: କୋରାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଉନ୍ନୟନମୂଳକ କାର୍ଯ୍ୟ ନେଇ ସ୍ଵତନ୍ତ୍ର ବୈଠକ ଯୋଗଦେଲେ ବିଧାୟକ
Pottangi, Koraput | Sep 4, 2025
କୋରାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବ୍ଳକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅପରାହ୍ନ ୪ଟା ସମୟରେ ମିଳିଥିବା ସୂଚନା ଅନୁସାରେ ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ବ୍ଳକ୍ ଚେୟାରମେନ ନମିତା ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ଗୌଡ଼ଙ୍କ ସହ ବ୍ଳକ୍ ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!