This browser does not support the video element.
ଝାରସୁଗୁଡା: ବାଦିମାଲ ପଂଚାୟତ ଗସ୍ତ କଲେ ଝାରସୁଗୁଡା ଜିଲ୍ଲାପାଳ
Jharsuguda, Jharsuguda | Sep 8, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବାଦିମାଲ ପଂଚାୟତ ଗସ୍ତ କଲେ ଝାରସୁଗୁଡା ଜିଲ୍ଲାପାଳ l ଝାରସୁଗୁଡା ଜିଲ୍ଲାପାଳ କୃଣାଳ ମୋତିରାମ ଚୌହ୍ୱାଣ ଆଜି ଅପରାହ୍ନ ୨ ଟା ରୁ ୩ ଟା ଯାଏଁ ଲଖନପୁର ବ୍ଲକର ବାଦୀମାଲ ପଞ୍ଚାୟତ ଗସ୍ତ କରି କୁସମେଲ ଗ୍ରାମ ଠାରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ନିର୍ମିତ ଘରକୁ ଘର ବିଶୋଧନ ପିଇବା ପାଣି ଯୋଗାଣ ପ୍ରକଳ୍ପ ତଦାରଖ କରିଛନ୍ତି l ଏହି ପ୍ରକଳ୍ପ ରୁ ଷୋହଳ ଗୋଟି ଗ୍ରାମ ପଂଚାୟତ କୁ ଜଳ ଯୋଗାଣ ହେବ l