Download Now Banner

This browser does not support the video element.

ବୌଦ୍ଧ ସଦର: ପଦ୍ମନପୁର ପଞ୍ଚାୟତରେ ଖାଉଟିଙ୍କୁ ମିଳୁନି ପିଡିଏସ ଚାଉଳ, ପଞ୍ଚାୟତ ଆଗରେ ପ୍ରତିବାଦ କଲେ ହିତାଧିକାରୀ

Baudh Sadar, Boudh (Bauda) | Sep 2, 2025
ମଙ୍ଗଳବାର ଦିନ ବୌଦ୍ଧ ବ୍ଲକ ପଦ୍ମନପୁର ପଞ୍ଚାୟତରେ ଖାଉଟିଙ୍କୁ ପିଡିଏସ ଚାଉଳ ମିଳୁନଥିବା ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ହିତାଧିକାରୀ ମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି | ହିତାଧିକାରୀ ମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ ପିଡିଏସ ଚାଉଳ ପାଇଁ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଫେରି ଯାଉଛନ୍ତି l କରେଣ୍ଟ ନଥିବା, ନେଟ ଆସୁନଥିବା, ଚାଉଳ ନଥିବା ଆଦି ବିଭିନ୍ନ୍ ବାହାନାରେ ହିତାଧିକାରୀ ମାନଙ୍କୁ ହଇରାଣ କରା ଯାଉଥିବା ଅଭିଯୋଗ କରିଛନ୍ତି |
Read More News
T & CPrivacy PolicyContact Us