This browser does not support the video element.
ସୋରଡା: ସୋରଡ଼ା ଥାନା ଯରାଉ ଛକ ନିକଟରେ କାର ଓ ବାଇକ ମଧ୍ଯରେ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ
Surada, Ganjam | Aug 23, 2025
ସୋରଡ଼ା ଥାନା ଯରାଉ ଛକ ନିକଟ କାର୍ ବାଇକ୍ ମୁହାଁମହିଁ ଧକ୍କା।ବାଇକ୍ ଚାଳକ ମୃତ।ମୃତକ ଜଣକ ସାଲିମାଗୋଚ୍ଛା ଗ୍ରାମର ପୁଷ୍ପକ ଶୋଭା ସୁନ୍ଦର ବୟସ -22 ।ସୂଚନା ମୁତାବକ ଯୁବକ ଜଣକ ନିଜ KTM ବାଇକ୍ରେ ସୋରଡ଼ା ରୁ ଜାରାଉ ଛକ କୁ ଯାଉଥିବା ବେଳେ ଜରାଉ ବ୍ରିଜ ନିକଟ ରେ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା।କାର ସହ ଧକ୍କା ପରେ ବାଇକ୍ ଚାଳକର ପେଟ କୁ ଶକ୍ତ ଆଘାତ ହେବା ସହ ବାଇକ୍ ଟି ବୋହୁତ ଦୂରକୁ ପିଙ୍ଗି ହୋଇ ପଡ଼ିଥିବା ବେଳେ, ଘଟଣା ସ୍ଥଳରେ ସୋରଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିକଟସ୍ଥ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ.ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି