This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ସର୍କିଟ ହାଉସ ରେ ରାଜସ୍ୱ ମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର
Nabarangapur PS, Nabarangpur | Aug 24, 2025
ସର୍କିଟ ହାଉସ ରେ ରାଜସ୍ୱ ମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର ଅଗଷ୍ଟ 24 ଶହୀଦ ଦିବସ କାର୍ଯ୍ୟକ୍ରମ ରେ ଅତିଥି ରୂପେ ଯୋଗଦେବାକୁ ନବରଙ୍ଗପୁର ସର୍କିଟ ହାଉସରେ ପହଂଚିଥିଲେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରି, ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଥାନୀୟ ସର୍କିଟ ହାଉସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ପରେ ବିଜେପି ପକ୍ଷରୁ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ପୂର୍ବତନ ସଂସଦ ଶ୍ରୀ ପର୍ଶୁରାମ ମାଝୀ ବରିଷ୍ଠ ଯୁବ ନେତା ଶ୍ରୀ କାଁହୁ ଦାଶ ପ୍ରମୁଖ ମନ୍ତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣେଇଥିଲେ