This browser does not support the video element.
ବିଜେପୁର: ବିଜେପୁର ବ୍ଲକରେ ବନବିଭାଗ ରେଡ୍, ବେଆଇନ ଗଛମିଲ ଜବତ
Bijepur, Bargarh (Baragarh) | Sep 9, 2025
ବିଜେପୁର ବ୍ଲକରେ ବନବିଭାଗ ରେଡ୍, ବେଆଇନ ଗଛମିଲ ଜବତ ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ପଥର୍ଲା ପଞ୍ଚାୟତ ଅଧୀନସ୍ଥ ଦର୍ଲିପାଲି ଗ୍ରାମରେ ଆଜି ଘେଁସ ବନବିଭାଗର ଏକ ବିଶେଷ ଦଳ ଅଚମ୍କା ଚଢ଼ାଉ କରିଥିଲା। ବିଭାଗର ଏହି ଅଭିଯାନରେ ଦୀର୍ଘଦିନ ଧରି ବେଆଇନ ଭାବରେ ଚାଲୁଥିବା ଗଛମିଲକୁ ଚିହ୍ନଟ କରି ଜବତ କରାଯାଇଛି।ବନବିଭାଗକୁ ମିଳିଥିବା ବିଶ୍ୱସ୍ଥ ସୂତ୍ରର ଖବର ଅନୁଯାୟୀ, ଦର୍ଲିପାଲି ଅଞ୍ଚଳରେ କିଛି ଅବୈଧ ଗଛମିଲ ଚାଲୁ ର