Download Now Banner

This browser does not support the video element.

ବରୀ ରାମଚନ୍ଦ୍ରପୁର: ଶୁକଳ ଗାଁରେ ନଦୀରେ ବୁଡ଼ି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର,ପୋଲିସ ତଦନ୍ତ ଆରମ୍ଭ

Bari Ramachandrapur, Jajpur | Sep 9, 2025
ଶୁକଳ ଗାଁରେ ନଦୀରେ ବୁଡ଼ି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର,ପୋଲିସ ତଦନ୍ତ ଆରମ୍ଭ । ଗତକାଲି ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶୁକଳ ଗ୍ରାମର ଦଶମ ଶ୍ରେଣୀର ଛାତ୍ର ଶାହିଲ ଧଳ ବ୍ରାହ୍ମଣୀ ନଦୀରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ପ୍ରକାଶ ଥାଉ କି ସୁକଳ ଗ୍ରାମର ସ୍ବର୍ଗତ ସର୍ବେଶ୍ଵର ଧଳଙ୍କ ୧୫ ବର୍ଷର ପୁଅ ସାହିଲ ସାଙ୍ଗ ରାଜା ବାରିକ ସହ ଖେଳିବାକୁ ନଦୀ କୂଳ ପଡିଆକୁ ଯାଉଥିଲେ। ଅସାବଧାନତା ବସତଃ ନଦୀରେ ତାଙ୍କ ଗୋଡ ଖସିଯିବାରୁ ନଦୀ ଭିତରେ ପଡ଼ି ଯାଉଥିଲେ। ସ୍
Read More News
T & CPrivacy PolicyContact Us