Install App
sabitagiri934
This browser does not support the video element.
ଭୋଗରାଇ: କୁକୁଡ଼ିଆ ସମେତ ବିଭିନ୍ନ ଜାଗାରେ ଅବକାରୀ ବିଭାଗର ଚଢ଼ାଉ,ବିପୁଳ ମଦ ସହିତ ୩ଜଣଙ୍କୁ ଗିରଫ କରି କୋଟ ଚାଲାଣ କଲା ଅବକାରୀ ବିଭାଗ ।
Bhograi, Balasore | Sep 10, 2025
ଭୋଗରାଇ ବ୍ଲକ କୁକୁଡ଼ିଆ ସମେତ ବିଭିନ୍ନ ଜାଗାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ବିପୁଳ ମଦ ସହିତ ୩ ଜଣଙ୍କୁ ଗିରଫ କରି କୋଟ ଚାଲାଣ କଲା ଅବକାରୀ ବିଭାଗ । ଭୋଗରାଇ ଅଞ୍ଚଳରେ ବିଭିନ୍ନ ଜାଗାରେ ଚୋରା ମଦ କାରବାର ନେଇ ଅଭିଯୋଗ ହେଉଥିଲା ,ଅଭିଯୋଗ କୁ ଆଧାର କରି ଚଢ଼ାଉ କରିଛି ବିଭାଗ ।
Share
Read More News
T & C
Privacy Policy
Contact Us
Your browser does not support JavaScript!