Install App
bhagirathimaharana31
This browser does not support the video element.
ପରଜଙ୍ଗ: ଏକୁଲ ସେକୁଲ ଗାଁକୁ ଯାଇଥିବା ପିଛୁଳି ନାଳ ଉପରେ ସେତୁର ଶିଳାନ୍ୟାସ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ବିଭୁତି ପ୍ରଧାନ
Parajang, Dhenkanal | Sep 11, 2025
ଏକୁଲ ସେକୁଲ ଗାଁକୁ ଯାଇଥିବା ପିଛୁଳି ନାଳ ଉପରେ ସେତୁର ଶିଳାନ୍ୟାସ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ବିଭୁତି ପ୍ରଧାନ କଙ୍କଡ଼ାହାଡ଼ ବ୍ଲକ୍ ଏକୁଲ ସେକୁଲ ପିଛୁଳି ନାଳ ବର୍ଷା ଦିନେ ଯିବା ଆସିବା ପାଇଁ ଅସୁବିଧା ହେଇଥିଲା। ଯାହାକୁ ନେଇ ଗୁରୁବାର ଅପରାହ୍ନ ୨ଟାରେ ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ପ୍ରଧାନ ପହଞ୍ଚି ଶୁଭ ଉଦଘାଟନ କରିବାପରେ ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!