This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲାକୁ ଏଲେ ୱାର୍ଣ୍ଣି ଜାରି
Sambalpur M, Sambalpur | Sep 13, 2025
ସମ୍ବଲପୁର ଜିଲ୍ଲାକୁ ଏଲେ ୱାର୍ଣ୍ଣି ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ ଜିଲ୍ଲାରେ ଆସନ୍ତା 14ତାରିଖ ସକାଳ 8.30 ପର୍ଯ୍ୟନ୍ତ ଜିଲ୍ଲା କୁ ଏଲେ ୱାର୍ଣ୍ଣ ଜାରି କରାଯାଇଛି l ସେପଟେ ଜିଲ୍ଲା ରେ ବିଜୁଳି ଘଡଘଡି ମାରିବା ସହ 30 ରୁ 40 କିଲେମିଟର ବେଗ ରେ ପବନ ବୋହିବା ନେଇ ଆଜି ଅପରାହ୍ନ 4ଟାରେ ସୂଚନା ମିଳିଛି l